ଆଦିବାସୀମାନେ ଅବହେଳିତ ଓ ବଞ୍ଚିତ କହିଲେ ଛତିଶଗଡ଼ ରାଜ୍ୟପାଳ ବିଶ୍ବ ଭୂଷଣ ହରିଚନ୍ଦନ। ସେ ଆହୁରି କହିଛନ୍ତି, ‘ଆଦିବାସୀମାନଙ୍କୁ ସେମାନଙ୍କ ମାନବିକ ଅଧିକାରରୁ ବଞ୍ଚିତ କରାନଯାଉ। ସେନେଇ ଯେଉଁ ଆଇନ ଅଛି ତାକୁ କଡ଼ାକଡ଼ି ଲାଗୁ କରାଯାଉ।