ରାତି ପାହିଲେ ଛତିଶଗଡ଼ ନିର୍ବାଚନ, ପ୍ରସ୍ତୁତି ଜୋରଦାର | Odisha Reporter
Advertisment
ଆସନ୍ତାକାଲି ଛତିଶଗଡ଼ ବିଧାନସଭା ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପାଇଁ ସରିଛି ପ୍ରଚାର । ୯୦ ଆସନ ବିଶିଷ୍ଟ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନରେ ମତଦାନ କରିବେ ଭୋଟର୍ । ତେବେ ନିର୍ବାଚନ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ପୋଲିଂ କର୍ମଚାରୀ । ସୁକମା ସଦରମହକୁମାଠାରେ ଥିବା କ୍ୟାମ୍ପରୁ ଇଭିଏମ୍ ସହ ଅନ୍ୟ ସରଞ୍ଜାମ ସଂଗ୍ରହ କରି ପୋଲିଂ ବୁଥ ଅଭିମୁଖେ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି କର୍ମଚାରୀ । ମାଓ ପ୍ରବଣ ଅଞ୍ଚଳରେ ନିର୍ବାଚନ ଡ୍ୟୁଟିକୁ ନେଇ ମହିଳା ପୋଲିଂ ଅଧିକାରୀମାନେ କଣ କହିଛନ୍ତି ଶୁଣନ୍ତୁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us