ସଚିବସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ବିକାଶ ତ୍ୱରାନ୍ୱିତ କର, ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦିଅ

ରାଜ୍ୟ ସରକାର ୨୦୩୬ ଓ ୨୦୪୭ ମସିହାକୁ ଲକ୍ଷ୍ୟ ରଖି ଭିଜନ ଡକ୍ୟୁମେଂଟ ପ୍ରସ୍ତୁତ ଓ କାମ ଆରମ୍ଭ କରିଛନ୍ତି ତେଣୁ ରାଜ୍ୟ ସମସ୍ତ ବିଭାଗ ଏହାକୁ ଦୃଷ୍ଟିରେ ରଖି ସମ୍ମିଳିତ ଭାବେ ଟିମ୍ ମନୋଭାବ ନେଇ କାମ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

CM Mohan Charan Majhi

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Ordigital Desk
  • Published: Tuesday, 20 August 2024
  • Updated: 20 August 2024, 10:22 PM IST

ରାଜ୍ୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।

ଲୋକସେବା ଭବନରେ ଆଜି ସମସ୍ତ ବିଭାଗର ସଚିବମାନଙ୍କ ସହ ବୈଠକ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଓ ଯୋଜନା ଖର୍ଚ୍ଚ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହାସହିତ ବିଭିନ୍ନ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ବିନିଯୋଗ କରି ଅଭିବୃଦ୍ଧି ତ୍ୱରାନ୍ୱିତ କରିବା ସହ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ ବୋଲି କହିଛନ୍ତି । ବିଭିନ୍ନ ବିଭାଗ ବିଶେଷକରି ଭିତ୍ତିଭୂମି ନିର୍ମାଣ ଦାୟିତ୍ୱରେ ଥିବା ବିଭାଗଗୁଡ଼ିକ ଆବଶ୍ୟକସ୍ଥଳେ ଅଧିକ ଟେକନିକାଲ ମାନବସମ୍ବଳ ନିଯୁକ୍ତ କରି କାର୍ଯ୍ୟକ୍ରମଗୁଡ଼ିକୁ ଆଗେଇ ନେବା ଉଚିତ୍ ବୋଲି କହିଥିଲେ ।

Also Read

ବୈଠକରେ ଅର୍ଥ ବିଭାଗର ସଚିବ ଶାଶ୍ୱତ ମିଶ୍ର ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟର ଆୟବ୍ୟୟର ଏକ ତୁଳନାତ୍ମକ ରିପୋର୍ଟ ଉପସ୍ଥାପନ କରିଥିଲେ । ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜୁଲାଇ ଅବଧି ମଧ୍ୟରେ ରାଜ୍ୟର ମୋଟ ଆୟ ପରିମାଣ ୫୭୦୮୫କୋଟି ଟଙ୍କା ଥିବାବେଳେ ଗତବର୍ଷ ଏହି ଅବଧିରେ ଆୟ ପରିମାଣ ୫୧୨୩୪କୋଟି ଟଙ୍କା ଥିଲା । ଏହି ପରିମାଣ ଗତବର୍ଷର ଏହି ଅବଧିର ଆୟ ଅପେକ୍ଷା ୧୧.୪୨ପ୍ରତିଶତ ଅଧିକ ବୋଲି ଶ୍ରୀ ମିଶ୍ର ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ଏହି ବୈଠକରେ ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁଗର୍ଗଙ୍କ ସମେତ ସମସ୍ତ ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story