ଋଣରେ ବୁଡ଼ିଛନ୍ତି ନେତା !

ଅନ୍ୟପକ୍ଷରେ ବିଧାୟିକା ଦୀପାଳି ଦାସଙ୍କ ମୁଣ୍ଡରେ ସର୍ବାଧିକ ୧୯.୮୯କୋଟି ଟଙ୍କା ଋଣବୋଝ ଅଛି।

Manoj Swain
  • Published: Friday, 22 March 2024
  • Updated: 22 March 2024, 02:21 PM IST

Sports

Latest News

ଏଡିଆର ରିପୋର୍ଟ ଅନୁସାରେ, ମାର୍ଚ୍ଚ ୧୫ତାରିଖ ସୁଦ୍ଧା ଓଡ଼ିଶା ବିଧାନସଭାରେ ୧୪୬ଜଣ ବିଧାୟକ ଅଛନ୍ତି । ଦିଗପହଣ୍ଡି ବିଧାୟକଙ୍କ ମୃତ୍ୟୁ ଯୋଗୁ ଗୋଟିଏ ଆସନ ଖାଲି ପଡ଼ିଛି । ଏଥିରେ ୧୧୧ଜଣ ବିଜେଡି, ୨୨ଜଣ ବିଜେପି, ୮ଜଣ କଂଗ୍ରେସ, ୪ଜଣ ସ୍ୱାଧୀନ ଓ ଜଣେ ସିପିଏମ୍ ବିଧାୟକ ଅଛନ୍ତି । ସଙ୍ଗୀନ ଅପରାଧ ଥିବା ଏହି ମୋଟ ୪୭ଜଣ(୩୨%) ବିଧାୟକମାନଙ୍କ ମଧ୍ୟରେ ୩୧ଜଣ(୨୮%) ବିଜେଡିର, ୯ଜଣ(୪୧%) ବିଜେପିର ଓ ୪ଜଣ(୫୦%) କଂଗ୍ରେସ ବିଧାୟକ, ୨ଜଣ ସ୍ୱାଧୀନ ଓ ଜଣେ ସିପିଏମ୍ ବିଧାୟକ ଅଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos