\'ଓଡ଼ିଶାରେ କଣ କେହି ନାହାନ୍ତି ମୁଖ୍ୟମନ୍ତ୍ରୀଙ୍କ ମାଇକ୍ ଧରିବାକୁ\' | Odisha Reporter
ଗତକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କ ଉପରେ କରିଥିଲେ ସିଧା ହମଲା। ସେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଭାଷଣ ବେଳେ ମାଇକ୍ ଅନ୍ୟ ଲୋକକୁ ଧରିବାକୁ ପଡୁଛି । ମାଇକ୍ ଧରିବାର ଦାୟିତ୍ୱ ବି ବିଜେଡିର ଅନ୍ୟ ନେତାଙ୍କୁ ମିଳୁନି। କେବଳ ଗୋଟିଏ ଲୋକକୁ ମିଳିଛି । ସାଢ଼େ ଚାରିକୋଟି ଓଡ଼ିଆ ଲୋକଙ୍କ ଭିତରୁ କଣ କେହି ଜଣେ ନାହାନ୍ତି ମାଇକ୍ ଧରିବା ପାଇଁ। ମାଇକ୍ ଧରିବା ପାଇଁ କଣ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଲୋକ ମିଳିଲେନି । ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
