""
ରାଜନୀତି Videos 'ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଗୃହ ବିଭାଗ ଛାଡ଼ନ୍ତୁ' ନବ ଦାସ ହତ୍ୟା ମାମଲାରେ ପୁଲିସର ଭୂମିକା, ଏହି ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ କଂଗ୍ରସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଏହି ମାମଲାକୁ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏସ୍ଆଇଟି ଦ୍ୱାରା ତଦନ୍ତ କରାଯାଉ, ଓଡ଼ିଶାର ଜଣେ ପୁଲିସ ଡିଜି ଥିବା ଭଳି ମନେ ହେଉନି, ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ। Manoj Swain 05 Feb 2023 18:50 IST ‘ଓଡ଼ିଶା ପୁଲିସ୍ ଉପରେ ବିଶ୍ବାସ ନାହିଁ’ | Odisha Reporter Odisha Police Congress Naveen Patnaik Narasingha Mishra Odisha Politics Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ