ମୁଖ୍ୟ ସଚିବ ଚୁପ୍ କାହିଁକି ?

5ଟି ସଚିବଙ୍କ ଚାକିରି ନିୟମାବଳୀ ଉଲ୍ଲଂଘନ ଉପରେ ମୁଖ୍ୟ ସଚିବ ଚୁପ୍ । ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ କରି ମୁଖ୍ୟ ସଚିବ ଚୁପ୍ ବସିଥିବା ସନ୍ଦେହ ।

Manoj Swain
  • Published: Friday, 01 September 2023
  • Updated: 01 September 2023, 10:33 AM IST

Sports

Latest News

5ଟି ସଚିବଙ୍କ ଚାକିରି ନିୟମାବଳୀ ଉଲ୍ଲଂଘନ ଉପରେ ମୁଖ୍ୟ ସଚିବ ଚୁପ୍ । ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ କରି ମୁଖ୍ୟ ସଚିବ ଚୁପ୍ ବସିଥିବା ସନ୍ଦେହ । ରୁଲସ ଅଫ୍ ବିଜନେସରେ ମୁଖ୍ୟମନ୍ତ୍ରୀ ହିଁ ନିର୍ଣ୍ଣୟ ନେଇପାରିବେ । ମୁଖ୍ୟ ସଚିବଙ୍କ ଅଫିସର ଗାରିମାକୁ ନଷ୍ଟ କରାଯାଉଥିବା ଅଭିଯୋଗ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos