5ଟି ସଚିବଙ୍କ ଚାକିରି ନିୟମାବଳୀ ଉଲ୍ଲଂଘନ ଉପରେ ମୁଖ୍ୟ ସଚିବ ଚୁପ୍ । ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ କରି ମୁଖ୍ୟ ସଚିବ ଚୁପ୍ ବସିଥିବା ସନ୍ଦେହ । ରୁଲସ ଅଫ୍ ବିଜନେସରେ ମୁଖ୍ୟମନ୍ତ୍ରୀ ହିଁ ନିର୍ଣ୍ଣୟ ନେଇପାରିବେ । ମୁଖ୍ୟ ସଚିବଙ୍କ ଅଫିସର ଗାରିମାକୁ ନଷ୍ଟ କରାଯାଉଥିବା ଅଭିଯୋଗ ।