Advertisment

ସୌଭିକଙ୍କୁ ହରାଇବାକୁ ଟଙ୍କା ଉଡାଇଥିଲେ କି ବବି ?

ସେ କହିଛନ୍ତି, ୨୦୧୯ ଓ ୨୦୨୪ ବିଧାନସଭା ନିର୍ବାଚନରେ ମୋତେ ହରାଇବା ପାଇଁ ପ୍ରୟାସ କରାଯାଇଥିଲା।

Advertisment

ବାପାଙ୍କୁ ସିବିଆଇ ଜାଲରେ ଛନ୍ଦିଦେଲେ। ମୋତେ ହରେଇବାକୁ ଚେଷ୍ଟା କଲେ। ଆମ ବିରୋଧରେ ଷଡଯନ୍ତ୍ର କରି ପଛରୁ ଛୁରୀ ଭୁଷିଲେ। ଏମିତି କିଛି କହି ବିଜେଡିର ଦୁଇ ଯୁବ ନେତାଙ୍କୁ ଟାର୍ଗେଟ କରିଛନ୍ତି ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ। ନାଁ ନଧରି ତୁଙ୍ଗ ନେତାଙ୍କ ଉପରେ ବର୍ଷିଲେ ବିଧାୟକ ସୌଭିକ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe