Advertisment

ସତ୍ୟବାଦୀ ପାଇଁ ସଞ୍ଜୟ-ଉମା ମୁହାଁମୁହିଁ

ପଞ୍ଚାୟତରେ କେତେ ଭୋଟର ଅଛନ୍ତି, ଯଦି ଉମା କିମ୍ବା ତାଙ୍କ ପତ୍ନୀ ସ୍ୱାଧିନ ଭାବରେ ପ୍ରାର୍ଥୀ ହୁଅନ୍ତି କେତେ ଭୋଟ ପାଇବେ, ବିଜେପିର ସ୍ଥିତି କଣ ଅଛି ପୁରା ଅପଡେଟ ନେଉଛନ୍ତି, ସଞ୍ଜୟ ଦାସ ବର୍ମା ।

Advertisment

ସତ୍ୟବାଦୀ ନିର୍ବାଚନମଣ୍ଡଳୀର ପୁରୁଖା ନେତାଙ୍କୁ ନେଇ ଧଉଳି ପାଦଦେଶରେ ଅଙ୍କ କଷୁଛନ୍ତି ବିଜେଡିର ଭେଟରାନ ଲିଡର ସଞ୍ଜୟ ଦାସ ବର୍ମା। କେଉଁ ପଞ୍ଚାୟତରେ କେମିତି ସ୍ଥିତି ଅଛି ପଚାରି ବୁଝୁଛନ୍ତି। ପଞ୍ଚାୟତରେ କେତେ ଭୋଟର ଅଛନ୍ତି, ଯଦି ଉମା କିମ୍ବା ତାଙ୍କ ପତ୍ନୀ ସ୍ୱାଧିନ ଭାବରେ ପ୍ରାର୍ଥୀ ହୁଅନ୍ତି କେତେ ଭୋଟ ପାଇବେ, ବିଜେପିର ସ୍ଥିତି କଣ ଅଛି ପୁରା ଅପଡେଟ ନେଉଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Puri Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe