Advertisment

ଅର୍ଥକୁ ଅନର୍ଥ କରି ମୋହନ ମାଝୀଙ୍କୁ କରାଯାଇଛି ଟ୍ରୋଲ

ଜାଣିଶୁଣି ସୋଶାଲ ମିଡିଆରେ ମୋହନଙ୍କୁ କରାଯାଉଛି ଟ୍ରୋଲ୍!

Advertisment

ଦିନକୁ ଦିନ ବେଶ ଲୋକପ୍ରିୟ ହେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ମୁଖ୍ୟମନ୍ତ୍ରୀ ଲୋକଙ୍କ କଥା ବୁଝୁଥିବାରୁ ବେଶ ଲୋକପ୍ରିୟ। ହେଲେ ମୋହନଙ୍କ ଏହି ଲୋକପ୍ରିୟତା ଅନେକଙ୍କ ମନରେ ନିଆଁ ଲଗାଉଛି। ଜାଣିଶୁଣି ସୋଶାଲ ମିଡିଆରେ ମୋହନଙ୍କୁ କରାଯାଉଛି ଟ୍ରୋଲ୍। କୃଷି ମେଳାରେ ମୋହନ ବୁଝିଲେ ଚାଷୀଙ୍କ ପେଟ କଥା। ଅର୍ଥକୁ ଅନର୍ଥ କରି ମୋହନ ମାଝୀଙ୍କୁ କରାଯାଇଛି ଟ୍ରୋଲ।

Advertisment
CM Mohan Charan Majhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe