କଳିକେଶଙ୍କୁ ଡାକିଲେ କିନ୍ତୁ ସଙ୍ଗୀତା ଓ ନରସିଂହଙ୍କୁ ଡାକିଲେନି

ରାଜ୍ୟ ସରକାରଙ୍କ ଯେତେ କାର୍ଯ୍ୟକ୍ରମ ହେଉଛି ତାହ ସରକାରୀ କମ ଦଳୀୟ ଅଧିକ ବୋଲି ଅଭିଯୋଗ ହେଉଛି। ଗତକାଲି ବଲାଙ୍ଗିର ଜିଲ୍ଲାର 14ଟି ବ୍ଲକରେ ଅନୁଷ୍ଠିତ ହୋଇଥିଲା 'ଆମ ଓଡିଶା ନବୀନ ଓଡିଶା' କାର୍ଯ୍ୟକ୍ରମ । 

Manoj Swain
  • Published: Friday, 03 November 2023
  • Updated: 03 November 2023, 01:57 PM IST

Sports

Latest News

ଏହା କୌଣସି ଏକ ନୂଆ କଥା ନୁହେଁ । ରାଜ୍ୟ ସରକାରଙ୍କ ଯେତେ କାର୍ଯ୍ୟକ୍ରମ ହେଉଛି ତାହ ସରକାରୀ କମ ଦଳୀୟ ଅଧିକ ବୋଲି ଅଭିଯୋଗ ହେଉଛି। ବଲାଙ୍ଗିର ଜିଲ୍ଲାର 14 ଟି ବ୍ଲକରେ ଅନୁଷ୍ଠିତ ହୋଇଥିଲା 'ଆମ ଓଡିଶା ନବୀନ ଓଡିଶା' କାର୍ଯ୍ୟକ୍ରମ । ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ, ଏହି କାର୍ଯ୍ୟକ୍ରମରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଡକାଯିବା କଥା । କିନ୍ତୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ଡକାଯାଇନଥିବା ଅଭିଯୋଗ କରି ଦେଓଗାଁଠାରେ ହଙ୍ଗାମା କରିଥିଲେ ତାଙ୍କ ସମର୍ଥକ ମାନେ । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos