ପୁଲିସ ବାବୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍‌; ରାତି ୨ଟାରେ ବି ଲୋକଙ୍କ ଅଭିଯୋଗ ଶୁଣ

ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀର ଦ୍ୱିତୀୟ ଦିନରେ ଅଧିକାରୀଙ୍କୁ ପାଠ ପଢ଼ାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। 

Manoj Swain
  • Published: Sunday, 29 September 2024
  • Updated: 29 September 2024, 05:19 PM IST

Sports

Latest News

‘ଥାନାରେ ଭଲ ବ୍ୟବହାର କର, ରାତି ୨ଟାରେ ବି ମହିଳା ଥାନାକୁ ଗଲେ ଧୈର୍ଯ୍ୟର ସହ ଶୁଣ ଓ ତୁରନ୍ତ ମାମଲା ଦାଏର କର। ସରକାର ବଦଳିଛି, ତ୍ରୁଟି ସୁଧାରି ଦିଅ।’ କିଛି ଏଭଳି ଭାବେ କଡ଼ା କଥା ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେବଳ ୮ ଘଣ୍ଟା ଡ୍ୟୁଟିରେ ସୀମିତ ନରହି ୨୪ ଘଣ୍ଟିଆ କାମ କରିବାକୁ ମୁଖ୍ୟମନ୍ତ୍ରୀ ପୁଲିସ୍‌ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos