Advertisment

ଅଫିସର ମାନଙ୍କୁ ବଦଳି ପରେ ପ୍ରତ୍ୟାହାର କାହିଁକି କରାଗଲା ?

ଯଦି ବଦଳି କରାଗଲା ତେବେ ପ୍ରତ୍ୟାହାର କାହିଁକି ହେଲା ? ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ହୋଇଛି ନା ଅଜାଣତରେ ହୋଇଛି ?

author-image
Manoj Swain

ସିଏମଓରୁ 22 ଜଣ କର୍ମଚାରୀଙ୍କୁ ବଦଳି ଆଉ ତାପରେ ପ୍ରତ୍ୟାହାର। ଏଭଳି କରିବା ପଛରେ ରହିଛି କି କିଛି ଗୋଟେ କାରଣ ? ଯଦି ବଦଳି କରାଗଲା ତେବେ ପ୍ରତ୍ୟାହାର କାହିଁକି ହେଲା ? ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ହୋଇଛି ନା ଅଜାଣତରେ ହୋଇଛି ? ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Cmo Of Odisha