ସିଏମଓରୁ 22 ଜଣ କର୍ମଚାରୀଙ୍କୁ ବଦଳି ଆଉ ତାପରେ ପ୍ରତ୍ୟାହାର। ଏଭଳି କରିବା ପଛରେ ରହିଛି କି କିଛି ଗୋଟେ କାରଣ ? ଯଦି ବଦଳି କରାଗଲା ତେବେ ପ୍ରତ୍ୟାହାର କାହିଁକି ହେଲା ? ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ହୋଇଛି ନା ଅଜାଣତରେ ହୋଇଛି ? ଦେଖନ୍ତୁ ପୂରା ରିପୋର୍ଟ।