Advertisment

ଝାଡ଼ଖଣ୍ଡରେ ପରିବର୍ତ୍ତନ ହେବ: ମୁଖ୍ୟମନ୍ତ୍ରୀ

ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜଗନ୍ନାଥପୁରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ବୋଧନ ।

Advertisment

ଝାଡ଼ଖଣ୍ଡରେ ବିଜେପି ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେଠାରେ ରହୁଥିବା ଓଡ଼ିଆ ଭାଷାଭାଷି ଲୋକଙ୍କୁ ସମ୍ବୋଧନ କରି ବିଜେପିର ସଫଳତା ବଖାଣିଥିଲେ ମୋହନ ମାଝୀ । ଏହି ଅବସରରେ ସେ କହିଛନ୍ତି, ମୁଁ ଆପଣଙ୍କ ପଡୋଶୀ, ଏଠୁ ଆପଣ ଡାକିଲେ ସେଠି ଆମେ ‘ଓ’ କରିବୁ । 

Advertisment
Jharkhand CM Mohan Charan Majhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe