'ମୋହନ ମାଝୀ କାହାକୁ ଛାଡ଼ିବନି'

ମୁଖ୍ୟମନ୍ତ୍ରୀ କହିଛନ୍ତି, ଖଣି ଲୁଟ ପଛରେ ପୂର୍ବ ବିଜେଡି ସରକାର ହାତ ରହିଛି । କିଛି ଅଣ ଓଡ଼ିଆ କେନ୍ଦୁଝରର ଗରିବ, ଆଦିବାସୀଙ୍କୁ ଲୁଟିଛନ୍ତି। ଯେଉଁମାନେ ଲୁଟ୍ କରିଛନ୍ତି ସେମାନେ ମୋ ନଜରରେ ଅଛନ୍ତି, କେହି ବର୍ତ୍ତିବେନି।

Manoj Swain
  • Published: Tuesday, 25 June 2024
  • Updated: 25 June 2024, 06:39 PM IST

Sports

Latest News

କେନ୍ଦୁଝର ଗଡରୁ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ । ଖଣି ଖାଦାନ ଅଞ୍ଚଳ କେନ୍ଦୁଝର ଯେଉଁ ଅବସ୍ଥାକୁ ଆସିଛି ଆଉ ଏହା ପଛର ମୁଖ୍ୟ କାର୍ପେଟଦାରଙ୍କୁ ଟାର୍ଗେଟ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଖଣି ଲୁଟ ପଛରେ ପୂର୍ବ ବିଜେଡି ସରକାର ହାତ ରହିଛି । କିଛି ଅଣ ଓଡ଼ିଆ କେନ୍ଦୁଝରର ଗରିବ, ଆଦିବାସୀଙ୍କୁ ଲୁଟିଛନ୍ତି, ଯେଉଁମାନେ ଲୁଟ୍ କରିଛନ୍ତି ସେମାନେ ମୋ ନଜରରେ ଅଛନ୍ତି, କେହି ବର୍ତ୍ତିବେନି। ସମସ୍ତଙ୍କୁ ଜେଲ୍ ପଠାଇବୁ, ମୋହନ ମାଝୀ କାହାକୁ ଛାଡ଼ିବ ନାହିଁ । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos