‘ମୋହନ ମାଝୀ କାହାକୁ ଛାଡ଼ିବନି\' | Odisha Reporter
Advertisment
କେନ୍ଦୁଝର ଗଡରୁ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ । ଖଣି ଖାଦାନ ଅଞ୍ଚଳ କେନ୍ଦୁଝର ଯେଉଁ ଅବସ୍ଥାକୁ ଆସିଛି ଆଉ ଏହା ପଛର ମୁଖ୍ୟ କାର୍ପେଟଦାରଙ୍କୁ ଟାର୍ଗେଟ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଖଣି ଲୁଟ ପଛରେ ପୂର୍ବ ବିଜେଡି ସରକାର ହାତ ରହିଛି । କିଛି ଅଣ ଓଡ଼ିଆ କେନ୍ଦୁଝରର ଗରିବ, ଆଦିବାସୀଙ୍କୁ ଲୁଟିଛନ୍ତି, ଯେଉଁମାନେ ଲୁଟ୍ କରିଛନ୍ତି ସେମାନେ ମୋ ନଜରରେ ଅଛନ୍ତି, କେହି ବର୍ତ୍ତିବେନି। ସମସ୍ତଙ୍କୁ ଜେଲ୍ ପଠାଇବୁ, ମୋହନ ମାଝୀ କାହାକୁ ଛାଡ଼ିବ ନାହିଁ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us