ଅପରାଜିତାଙ୍କ ବ୍ରହ୍ମାସ୍ତ୍ର , ସିଧା ନବୀନଙ୍କୁ ନିଶାନା

ବିଜେପି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଫାଇଭ-ଟି ସଚିବଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କୁ ବି ସିଧାସଳଖ ସମାଲୋଚନା କରିଛନ୍ତି ।

Manoj Swain
  • Published: Sunday, 09 July 2023
  • Updated: 09 July 2023, 12:57 PM IST

Sports

Latest News

ଶନିବାର ଖୋର୍ଦ୍ଧାର ମଳିପଡ଼ାଠାରେ ଏକ ଜୋନସ୍ତରୀୟ ଦଳୀୟ ସମାବେଶକୁ ସମ୍ବୋଧିତ କରି ବିଜେପି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଫାଇଭ-ଟି ସଚିବଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କୁ ବି ସିଧାସଳଖ ସମାଲୋଚନା କରିଛନ୍ତି । 'ସାଢ଼େ ୪କୋଟି ଓଡ଼ିଶାବାସୀ ତାଙ୍କ ଉପରେ ଭରସା କରି ମୁଖ୍ୟମନ୍ତ୍ରୀ କରିଛନ୍ତି । ଯଦି ମୁଖ୍ୟମନ୍ତ୍ରୀ ଦୃଶ୍ୟମାନ ହେଉନାହାନ୍ତି ତା’ହେଲେ ତାଙ୍କ ତରଫରୁ ଜଣେ ମନ୍ତ୍ରୀ, ସାଂସଦ କି ବିଧାୟକଙ୍କୁ ସେ ପ୍ରତିନିଧି କରି ପଠାନ୍ତୁ । ଆମେ ନିମ୍ନପଦସ୍ଥ ସଚିବ ପାହ୍ୟାର ଜଣେ ସରକାରୀ କର୍ମଚାରୀକୁ ଦେଖିବାକୁ ଚାହୁଁନା ।  ମୁଖ୍ୟମନ୍ତ୍ରୀଙ୍କ ଦେହ ଖରାପ ଅଛି, ସେ ଗୃହବନ୍ଦୀ ଅଛନ୍ତି ।'

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos