ନବୀନ ମାରିଲେ ହାତ, ଓଲଟାଇ ଦେଲେ ଚିତ୍ର !

ଦେଶରେ ବୁଡ଼ି ଯାଇଥିଲା ହକି ଖେଳ, ନବୀନ ମାରିଲେ ହାତ ଓଲଟାଇ ଦେଲେ ଚିତ୍ର ।

Manoj Swain
  • Published: Thursday, 12 October 2023
  • Updated: 12 October 2023, 12:41 PM IST

ଦେଶରେ ବୁଡ଼ି ଯାଇଥିଲା ହକି ଖେଳ, ନବୀନ ମାରିଲେ ହାତ ଓଲଟାଇ ଦେଲେ ଚିତ୍ର । ହକି ଆଦର ପିଲା ଦିନରୁ, ଗୋଲ କିପରରୁ ନବୀନ ଆଜି ମୁଖ୍ୟମନ୍ତ୍ରୀ । ୟଙ୍ଗ ଭୋଟର ଜାଣିବେ କେଡ଼େ ପାରିବାର ଆମ ନବୀନ ସରକାର । ହାତ ମାରିଦେଲେ ଆଉ ହକିର ଭାଗ୍ୟକୁ ପୂରା ଓଲଟାଇଦେଲେ। ପାଟିରେ ମିଠା ଗେଞ୍ଜି ସରକାର କରିବେ ନବୀନ ପଟ୍ଟନାୟକଙ୍କ ଜୟ ଜୟକାର । ଇଲେକସନ୍ ସିନା ହେଉନି, ହେଲେ କଲେଜରେ ଛାଇଯିବ ନବୀନଙ୍କ ପୋଷ୍ଟର ବ୍ୟାନର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos