ୟଙ୍ଗ ଭୋଟର ଜାଣିବେ ହାତ ମାରିଦେଲେ ଓଲଟାଇଦେଲେ | CM Naveen Patnaik Elevates Odisha as Hockey Hub | OR
Advertisment
ଦେଶରେ ବୁଡ଼ି ଯାଇଥିଲା ହକି ଖେଳ, ନବୀନ ମାରିଲେ ହାତ ଓଲଟାଇ ଦେଲେ ଚିତ୍ର । ହକି ଆଦର ପିଲା ଦିନରୁ, ଗୋଲ କିପରରୁ ନବୀନ ଆଜି ମୁଖ୍ୟମନ୍ତ୍ରୀ । ୟଙ୍ଗ ଭୋଟର ଜାଣିବେ କେଡ଼େ ପାରିବାର ଆମ ନବୀନ ସରକାର । ହାତ ମାରିଦେଲେ ଆଉ ହକିର ଭାଗ୍ୟକୁ ପୂରା ଓଲଟାଇଦେଲେ। ପାଟିରେ ମିଠା ଗେଞ୍ଜି ସରକାର କରିବେ ନବୀନ ପଟ୍ଟନାୟକଙ୍କ ଜୟ ଜୟକାର । ଇଲେକସନ୍ ସିନା ହେଉନି, ହେଲେ କଲେଜରେ ଛାଇଯିବ ନବୀନଙ୍କ ପୋଷ୍ଟର ବ୍ୟାନର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us