ମୁଖ୍ୟମନ୍ତ୍ରୀଙ୍କୁ ଖୋଜୁଛନ୍ତି କଣ୍ଟାବାଞ୍ଜୀ ଭୋଟର !

ଘରକୁ ଘର ବୁଲି ଭୋଟ୍ ମାଗୁଛନ୍ତି କଂଗ୍ରେସ ଓ ବିଜେପି ପ୍ରାର୍ଥୀ ।

Manoj Swain
  • Published: Friday, 10 May 2024
  • Updated: 10 May 2024, 04:47 PM IST

Sports

Latest News

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ପରେ ଫୋକସରେ କଣ୍ଟାବାଞ୍ଜୀ । ନାମାଙ୍କନ ପତ୍ର ଦାଖଲ ପରେ ତିନି ଦଳର ଜୋରଦାର ପ୍ରଚାର ଆରମ୍ଭ । ଘରକୁ ଘର ବୁଲି ଭୋଟ୍ ମାଗୁଛନ୍ତି କଂଗ୍ରେସ ଓ ବିଜେପି ପ୍ରାର୍ଥୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଯାଏଁ କରିନାହାନ୍ତି ପ୍ରଚାର। ସ୍ଥାନୀୟ ବିଜେଡି ନେତା କାଁ ଭାଁ ବୈଠକ କରି ଚୁପଚାପ୍ । ତେବେ ଏହି ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳୁନାହିଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର ପୋଷ୍ଟର। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos