ମୁଖ୍ୟମନ୍ତ୍ରୀଙ୍କୁ ଖୋଜୁଛନ୍ତି କଣ୍ଟାବାଞ୍ଜୀ ଭୋଟର | CM Naveen Patnaik | Kantabanji Constituency Voter |OR
Advertisment
ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ପରେ ଫୋକସରେ କଣ୍ଟାବାଞ୍ଜୀ । ନାମାଙ୍କନ ପତ୍ର ଦାଖଲ ପରେ ତିନି ଦଳର ଜୋରଦାର ପ୍ରଚାର ଆରମ୍ଭ । ଘରକୁ ଘର ବୁଲି ଭୋଟ୍ ମାଗୁଛନ୍ତି କଂଗ୍ରେସ ଓ ବିଜେପି ପ୍ରାର୍ଥୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଯାଏଁ କରିନାହାନ୍ତି ପ୍ରଚାର। ସ୍ଥାନୀୟ ବିଜେଡି ନେତା କାଁ ଭାଁ ବୈଠକ କରି ଚୁପଚାପ୍ । ତେବେ ଏହି ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳୁନାହିଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର ପୋଷ୍ଟର। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us