‘ତାମିଲନାଡ଼ୁରେ ଭିଡିଓ ଭାଇରାଲ’ | Odisha Reporter
ପାଣ୍ଡିଆନ୍ ବିଜେଡିରେ ଯୋଗଦେବା ପରେ କଂଗ୍ରେସ ନେତା ବିଜୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା। କହିଲେ, ପାଣ୍ଡିଆନ୍ ଆଜି ବିଜେଡିରେ ଯୋଗଦାନ କରିଛନ୍ତି। ଏଥିରେ ମୁଁ ଆଦୈ ବିସ୍ମିତ ନୁହେଁ। ସେ ଆଗରୁ ଦଳକୁ ଚଳାଉଥିଲେ। ଏହା ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
