Advertisment

ନବୀନ ନ ଚାହିଁଲେ କ’ଣ ଆସିପାରିବେନି ବିରୋଧୀ ?

ନବୀନଙ୍କ ଷ୍ଟାଇଲ ବଦଳୁଛି କି ? ବିରୋଧୀଙ୍କ ପ୍ରତି ଟିକେ ହାର୍ଡ ହେଉଛନ୍ତି କି ? କାରଣ ବିବୃତି ଦେଖିଲେ ସେମିତି ଟିକେ ଲାଗୁଛି।

Advertisment

ନବୀନଙ୍କ ଷ୍ଟାଇଲ ବଦଳୁଛି କି ? ବିରୋଧୀଙ୍କ ପ୍ରତି ଟିକେ ହାର୍ଡ ହେଉଛନ୍ତି କି ? କାରଣ ବିବୃତି ଦେଖିଲେ ସେମିତି ଟିକେ ଲାଗୁଛି। ଗତ ୨୫ ତାରିଖର ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଓ ଗତକାଲିର ମନ୍ତବ୍ୟ ପରେ ଏଭଳି ଚର୍ଚ୍ଚା ଜୋର୍। ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବିବୃତିକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଜୟନାରାୟଣ ମିଶ୍ର।

Advertisment
Odisha Bjp Congress Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe