‘ରାଷ୍ଟ୍ରପତି ନିମନ୍ତ୍ରଣ କଲେ ନବୀନ ବାବୁ ଗଲେନି’

ନବୀନ ପଟ୍ଟନାୟକ କେବଳ ଧନ୍ୟବାଦ ନେଇ ଜାଣନ୍ତି କିନ୍ତୁ କେବେ ଦେଇ ଜାଣନ୍ତିନି । ନବୀନ ବାବୁଙ୍କ ପାଖରେ ସାମାନ୍ୟତମ ସୌଜନ୍ୟତା ବି ନାହିଁ । ଗୋଟେ ଗୋଟେ ଲୋକଙ୍କର ଚରିତ୍ର ଏମିତି ଥାଏ କାହାକୁ ଧନ୍ୟବାଦ ଦିଆନ୍ତିନି।

Manoj Swain
  • Published: Monday, 11 September 2023
  • Updated: 11 September 2023, 11:43 AM IST

Sports

Latest News

ନବୀନ ପଟ୍ଟନାୟକ କେବଳ ଧନ୍ୟବାଦ ନେଇ ଜାଣନ୍ତି କିନ୍ତୁ କେବେ ଦେଇ ଜାଣନ୍ତିନି । ନବୀନ ବାବୁଙ୍କ ପାଖରେ ସାମାନ୍ୟତମ ସୌଜନ୍ୟତା ବି ନାହିଁ । ଗୋଟେ ଗୋଟେ ଲୋକଙ୍କର ଚରିତ୍ର ଏମିତି ଥାଏ କାହାକୁ ଧନ୍ୟବାଦ ଦିଆନ୍ତିନି। ଜି-20 ସମ୍ମିଳନୀରେ ଓଡ଼ିଶାର ଅସ୍ମିତାକୁ ଅଗ୍ରାଧିକାର ମିଳିଛି ଏହା ଆମ ପାଇଁ ଗୌରବର କଥା କିନ୍ତୁ ଦୁଃଖର ବିଷୟ ନବୀନ ବାବୁ ରାଷ୍ଟ୍ରପତିଙ୍କୁ ଭଉଣୀ ବୋଲି ସମ୍ବୋଧନ କରୁଥିବା ବେଳେ ତାଙ୍କ ଦ୍ୱାରା ନିମନ୍ତ୍ରଣ କରାଯାଇଥିବା ଜି-20 ସମ୍ମିଳନୀର ରାତ୍ରି ଭୋଜନ ଗଲେନି । କଣ ପାଇଁ ଗଲେନି ସେ ହିଁ କହି ପାରିବେ। କିଛି ଏଭଳି କହିଛନ୍ତି  ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos