‘ରାଷ୍ଟ୍ରପତି ନିମନ୍ତ୍ରଣ କଲେ ନବୀନ ବାବୁ ଗଲେନି’

  • Published: Monday, 11 September 2023
  • , Updated: 11 September 2023, 11:43 AM IST

ନବୀନ ପଟ୍ଟନାୟକ କେବଳ ଧନ୍ୟବାଦ ନେଇ ଜାଣନ୍ତି କିନ୍ତୁ କେବେ ଦେଇ ଜାଣନ୍ତିନି । ନବୀନ ବାବୁଙ୍କ ପାଖରେ ସାମାନ୍ୟତମ ସୌଜନ୍ୟତା ବି ନାହିଁ । ଗୋଟେ ଗୋଟେ ଲୋକଙ୍କର ଚରିତ୍ର ଏମିତି ଥାଏ କାହାକୁ ଧନ୍ୟବାଦ ଦିଆନ୍ତିନି। ଜି-20 ସମ୍ମିଳନୀରେ ଓଡ଼ିଶାର ଅସ୍ମିତାକୁ ଅଗ୍ରାଧିକାର ମିଳିଛି ଏହା ଆମ ପାଇଁ ଗୌରବର କଥା କିନ୍ତୁ ଦୁଃଖର ବିଷୟ ନବୀନ ବାବୁ ରାଷ୍ଟ୍ରପତିଙ୍କୁ ଭଉଣୀ ବୋଲି ସମ୍ବୋଧନ କରୁଥିବା ବେଳେ ତାଙ୍କ ଦ୍ୱାରା ନିମନ୍ତ୍ରଣ କରାଯାଇଥିବା ଜି-20 ସମ୍ମିଳନୀର ରାତ୍ରି ଭୋଜନ ଗଲେନି । କଣ ପାଇଁ ଗଲେନି ସେ ହିଁ କହି ପାରିବେ। କିଛି ଏଭଳି କହିଛନ୍ତି  ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର।

Related story