Advertisment

ମୁଖ୍ୟମନ୍ତ୍ରୀ ସସପେନ୍ସ ଜାରି

ଏଥରକୁ ମିଶାଇ କୁଚିଣ୍ଡାରୁ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ରବି ନାରାୟଣ ନାଏକ। ପୂର୍ବରୁ ସେ ୨୦୦୦, ୨୦୦୪ ଓ ୨୦୧୪ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

author-image
Jitendra Garnayak

ବିଜେପି ସରକାରରେ କିଏ ହେବ ମୁଖ୍ୟମନ୍ତ୍ରୀ ? ସେନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କୁଚିଣ୍ଡା ବିଧାୟକ ରବି ନାରାୟଣ ନାଏକଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ଶୁଣନ୍ତୁ ଏନେଇ କ’ଣ କହିଛନ୍ତି ରବି ନାରାୟଣ ନାଏକ...

Advertisment
Bjp CM Race Rabi Narayan Naik