ପୂର୍ବ ସରକାର ଉପରେ ବର୍ଷିଲେ ମୋହନ | Odisha Reporter
Advertisment
ମହିଳା ବିରୋଧୀ ହିଂସା କ୍ଷେତ୍ରରେ ଦଣ୍ଡବିଧାନ ହାର ନେଇ ପୂର୍ବ ସରକାରଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଭାରତୀୟ ନ୍ୟାୟ ସଂହିତା ଜାଗୃତିକରଣ କାର୍ଯ୍ୟକ୍ରମରେ ପୂର୍ବ ସରକାରଏବଂ ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ କଲେ ସମାଲୋଚନା । କହିଲେ NCRB ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାର ମାତ୍ର ୯.୩ ପ୍ରତିଶତ । ୨୪ ବର୍ଷ ଧରି ଶାସନ କରିଥିବା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୃହ ବିଭାଗ ଥିଲେ ବି ଏଭଳି ଲଜ୍ଜାଜନକ ସ୍ଥିତି ବାବଦରେ ଜାଣି ପାରିନଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us