ମୁଖ୍ୟମନ୍ତ୍ରୀଙ୍କ ଟ୍ୟୁଟର ହାଣ୍ଡେଲ ଚଳାଉଛି କିଏ? | Odisha Reporter
ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଫେସବୁକ୍ ଓ ଟୁଇଟର ହାଣ୍ଡ୍ଲ ବା ଆକାଉଣ୍ଟ ଚଳାଉନି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଲୋକସେବା ଭବନର ତୃତୀୟ ମହଲାରେ ରହିଛି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ମୁଖ୍ୟମନ୍ତ୍ରୀଙ୍କ ଅଧିକାଂଶ ନିର୍ଦେଶାନାମା, ସରକାରଙ୍କ କାର୍ଯ୍ୟକ୍ରମର ସଫଳତା ଏହି ହ୍ୟାଣ୍ଡ୍ଲ ଜରିଆରେ ସର୍ବସାଧାରଣଙ୍କୁ ଜଣାଇ ଦିଆଯାଉଛି। ଅଥଚ ଏହା ଜାଣିନି ମୁଖ୍ୟମନ୍ତ୍ରୀଙ୍କ ଅଫିସ!
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
