Advertisment

ମୁଖ୍ୟମନ୍ତ୍ରୀଙ୍କ ଟୁଇଟର ହାଣ୍ଡ୍‌ଲ ଚଳାଉଛି କିଏ?

ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଫେସବୁକ୍ ଓ ଟୁଇଟର ହାଣ୍ଡ୍‌ଲ ବା ଆକାଉଣ୍ଟ ଚଳାଉନି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଲୋକସେବା ଭବନର ତୃତୀୟ ମହଲାରେ ରହିଛି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ମୁଖ୍ୟମନ୍ତ୍ରୀଙ୍କ ଅଧିକାଂଶ ନିର୍ଦେଶାନାମା, ସରକାରଙ୍କ କାର୍ଯ୍ୟକ୍ରମର ସଫଳତା ଏହି ହ୍ୟାଣ୍ଡ୍‌ଲ ଜରିଆରେ ସର୍ବସାଧାରଣଙ୍କୁ ଜଣାଇ ଦିଆଯାଉଛି। ଅଥଚ ଏହା ଜାଣିନି ମୁଖ୍ୟମନ୍ତ୍ରୀଙ୍କ ଅଫିସ!

Odisha BjD Naveen Patnaik Cmo
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe