Advertisment

ଆସ ସବୁ କରିବା ଜୟ ଜୟକାର!

ରାଜ୍ୟରେ ଚାଲିଛି କି ପ୍ରକାର ଗଣତନ୍ତ୍ର! ଏଠି ଲାଗୁଛି ଅସହାୟ ଚତୁର୍ଥ ସ୍ତମ୍ଭ। ଯିଏ ସରକାରଙ୍କ ସପକ୍ଷରେ କାମ କଲା, ସେ ସୁନାପିଲା। ଯିଏ ସତ ଦେଖାଇଲା, ସେ ବାମ୍ଫ ନେଲା। କହିବାକୁ ଗଲେ ଗଣମାଧ୍ୟମ କ’ଣ ପଚାରିବ, କ’ଣ ଲେଖିବ ବା କ’ଣ ଖବର କରିବ ତାହା ଯେମିତି ସରକାର ନିର୍ଦ୍ଧାରିତ କରିବେ! ଆଉ ଯଦି ସରକାରଙ୍କ ବିପକ୍ଷରେ କିଛି ଖବର କରିବ ବା ସତ ଦେଖାଇବ, ତେବେ ସରକାର ଦେଖାଇବେ ନାଲିଆଖି।

author-image
Debendra Prusty

Odisha BjD Naveen Patnaik Odisha Media