Advertisment

ନୀଳଗିରି NAC ଅଧ୍ୟକ୍ଷାଙ୍କ ବିରୋଧରେ ଆସିଲା ଅନାସ୍ଥା ପ୍ରସ୍ତାବ

ବିଜେଡି ଅଧ୍ୟକ୍ଷା ଅମ୍ବିକା ଦାସଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ୧୧ ଜଣ ବିଜେପି କାଉନସିଲର୍।

ଅଦ୍ୟତନ ହୋଇଛି
Metting

Metting

Advertisment

ଫୁଲବାଣୀ, ଜୁନାଗଡ଼ ପରେ ଏବେ ନୀଳଗିରି NAC ଅଧ୍ୟକ୍ଷାଙ୍କ ବିରୋଧରେ ଆସିଛି ଅନାସ୍ଥା। ବିଜେଡି ଅଧ୍ୟକ୍ଷା ଅମ୍ବିକା ଦାସଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ୧୧ ଜଣ ବିଜେପି କାଉନସିଲର୍।

Advertisment

ଅଧ୍ୟକ୍ଷା ବିଭିନ୍ନ ୱାର୍ଡ ପ୍ରତି ପାତରଅନ୍ତର ସହ କାର୍ଯ୍ୟରେ ଅବହେଳା କରୁଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କୁ ଭେଟିଛନ୍ତି କାଉନସିଲରମାନେ। ଏହି  ଘଟଣାକୁ ନେଇ ନୀଳଗିରି ଅଧ୍ୟକ୍ଷା ଅମ୍ବିକା ଦାସଙ୍କ ପ୍ରତିକ୍ରିୟା ମିଳିପାରିନି।

ସୂଚନାଯୋଗ୍ୟ, ଏହାପୂର୍ବରୁ ଫୁଲବାଣୀ ପୌରାଧ୍ୟକ୍ଷ ସ୍ମିତାରାଣୀ ମହାନ୍ତିଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ଭୋଟ ପରେ  ପଦ ହରାଇଥିଲେ ସ୍ମିତାରାଣୀ। ସେହିପରି ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲଙ୍କ ବିରୋଧ ଅନାସ୍ଥା ପ୍ରସ୍ତାବ ଆସିଥିଲା। ହେଲେ ଜୁନାଗଡ଼ରେ ଅନାସ୍ଥା ଭୋଟ୍ ସ୍ଥଗିତ ରହିଛି। ଏଡିଏମ୍‌ ନ ଆସିବାରୁ ଅନାସ୍ଥା ଭୋଟକୁ ସ୍ଥଗିତ ରଖାଯାଇଥିବା ସୂଚନା ରହିଛି।

Advertisment
Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe