Advertisment

ଝୋଟ ବ୍ୟାଗ କିଣାରେ ୨୦୦ କୋଟିର ଦୁର୍ନୀତି; କଂଗ୍ରେସ

କଂଗ୍ରେସ ନେତା ପ୍ରଶାନ୍ତ ସତପଥୀ କହିଛନ୍ତି, ଏହି ଝୋଟ ବ୍ୟାଗର ଦାମ ବଜାରରେ 100 ଟଙ୍କାରୁ ଅଧିକ ହେବ ନାହିଁ।

author-image
Manoj Swain

ଝୋଟ ବ୍ୟାଗ କିଣାରେ ୨୦୦ କୋଟିର ଦୁର୍ନୀତି ଅଭିଯୋଗ ଆଣି ଏକ ସାମ୍ବାଦିକ ସମ୍ମିଳନୀରେ ବର୍ଷିଲା ରାଜ୍ୟ କଂଗ୍ରେସ। ତେବେ ଏହାକୁ ନେଇ କଂଗ୍ରେସ ନେତା ପ୍ରଶାନ୍ତ ସତପଥୀ କହିଛନ୍ତି, ଏହି ଝୋଟ ବ୍ୟାଗର ଦାମ ବଜାରରେ 100 ଟଙ୍କାରୁ ଅଧିକ ହେବ ନାହିଁ କିନ୍ତୁ ସରକାର ଗୋଟିଏ ଝୋଟ ବ୍ୟାଗ ପିଛା 150 ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Congress Odisha