Advertisment

ମନରେ ପ୍ରବଳ ଭୟ !

ପୁଲିସ ହାତରେ ଆଇନଶୃଂଖଳା ବ୍ୟବସ୍ଥା ଥିବା ବେଳେ ଏମାନେ କାହିଁକି ସାମନାକୁ ଆସିଲେ ? ପ୍ରତିବାଦ କରିବା, ବିରୋଧ କରିବା ମାତ୍ରେ ଆଟାକ କରୁଚନ୍ତି 5ଟି ଗୁଣ୍ଡା ।

author-image
Manoj Swain

5T ଲେଖା ଥିବା ଟି’ସାର୍ଟ ପିନ୍ଧି ଯାଜପୁରରେ ଗୁଣ୍ଡାଗର୍ଦ୍ଦି ଏବେ ଏହା ଆଲୋଚନାର ପ୍ରସଙ୍ଗ ହୋଇଛି। ଏହା କରି କି ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଉଛି। ପୁଲିସ ହାତରେ ଆଇନଶୃଂଖଳା ବ୍ୟବସ୍ଥା ଥିବା ବେଳେ ଏମାନେ କାହିଁକି ସାମନାକୁ ଆସିଲେ ? ପ୍ରତିବାଦ କରିବା, ବିରୋଧ କରିବା ମାତ୍ରେ ଆଟାକ କରୁଛନ୍ତି 5ଟି ଗୁଣ୍ଡା । ଗୁଣ୍ଡାଗର୍ଦ୍ଦିକୁ ନେଇ ତେଜିଲା ରାଜନୀତି ।

Advertisment
5T Vk Pandian Odisha