Advertisment

ମନରେ ପ୍ରବଳ ଭୟ !

ପୁଲିସ ହାତରେ ଆଇନଶୃଂଖଳା ବ୍ୟବସ୍ଥା ଥିବା ବେଳେ ଏମାନେ କାହିଁକି ସାମନାକୁ ଆସିଲେ ? ପ୍ରତିବାଦ କରିବା, ବିରୋଧ କରିବା ମାତ୍ରେ ଆଟାକ କରୁଚନ୍ତି 5ଟି ଗୁଣ୍ଡା ।

Advertisment

5T ଲେଖା ଥିବା ଟି’ସାର୍ଟ ପିନ୍ଧି ଯାଜପୁରରେ ଗୁଣ୍ଡାଗର୍ଦ୍ଦି ଏବେ ଏହା ଆଲୋଚନାର ପ୍ରସଙ୍ଗ ହୋଇଛି। ଏହା କରି କି ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଉଛି। ପୁଲିସ ହାତରେ ଆଇନଶୃଂଖଳା ବ୍ୟବସ୍ଥା ଥିବା ବେଳେ ଏମାନେ କାହିଁକି ସାମନାକୁ ଆସିଲେ ? ପ୍ରତିବାଦ କରିବା, ବିରୋଧ କରିବା ମାତ୍ରେ ଆଟାକ କରୁଛନ୍ତି 5ଟି ଗୁଣ୍ଡା । ଗୁଣ୍ଡାଗର୍ଦ୍ଦିକୁ ନେଇ ତେଜିଲା ରାଜନୀତି ।

Advertisment
Odisha 5T Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe