ଓଡ଼ିଶାରେ ତାମିଲ ଶାସନ ଚଳିବ ନାହିଁ: କଂଗ୍ରେସ, ତାମିଲ୍ ଅମଲାଙ୍କ ପାଦତଳେ ହାଉହାଉ ହେଉଛନ୍ତି: ବିଜେପି

ଓଡ଼ିଶାରେ ଗଣତନ୍ତ୍ରର ମୃତ୍ୟୁ ହୋଇଛି । ବିଧାୟକ ଓ ମନ୍ତ୍ରୀଙ୍କର ଅଧିକାରକୁ ଜଣେ ସଚିବ ଛଡ଼େଇ ନେଉଛନ୍ତି । କଂଗ୍ରେସ କ୍ଷମତାକୁ ଆସିଲେ ଓଡ଼ିଶାର ଜନସାଧାରଣଙ୍କୁ ନବୀନ-ପାଣ୍ଡିଆନକୃତ ଯନ୍ତ୍ରଣାରୁ ତ୍ରାହି ମିଳିବ ।

BJP and Congress

ବିଜେପି ଓ କଂଗ୍ରେସ ପତାକା

Ordigital Desk
  • Published: Saturday, 02 September 2023
  • Updated: 02 September 2023, 10:26 PM IST

Sports

Latest News

ଓଡ଼ିଶାରେ ଆଉ ତାମିଲ ଶାସନ ଚାଲିବ ନାହିଁ । ଓଡ଼ିଶାବାସୀଙ୍କ ସ୍ୱାଭିମାନ ଓ ସମ୍ମାନ ରହିଛି । ଆଗାମୀ ଦିନରେ ଓଡ଼ିଶାର ରାଜନୀତିକ ଆକାଶରେ ଯେଉଁ ସୂର୍ଯ୍ୟ ଉଦୟ ହେବ ତାହା କଂଗ୍ରେସ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ସେପଟେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ମଧ୍ୟ କଡ଼ା ଭଷାରେ ବିଜେଡି ନେତାମାନଙ୍କୁ ସମାଲୋଚନା କରିଛନ୍ତି ।

ଆଜି କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବାଲିଗୁଡ଼ା ଠାରେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ ଅଧ୍ୟକ୍ଷତାରେ ଜନଜାଗରଣ ସଭାରେ ଯୋଗ ଦେଇ  ଏଆଇସିସି ପ୍ରଭାରୀ ଏ ଚେଲ୍ଲାକୁମାର କହିଥିଲେ ଯେ, କନ୍ଧମାଳ ମାଟି ବୀର ସ୍ୱାଧୀନତା ସଂଗ୍ରାମୀ ଚକରା ବିଶୋଇଙ୍କର କାର୍ଯ୍ୟକ୍ଷେତ୍ର ଥିଲା । ଚକରା ବିଶୋଇଙ୍କ ନେତୃତ୍ୱରେ ହଜାର ହଜାର କନ୍ଧମାଳବାସୀ ବିଟ୍ରିଶ ସରକାର ବିରୁଦ୍ଧରେ ଆନ୍ଦୋଳନ କରିଥିଲେ । ସେହିପରି ବିଗତ ୨୩ ବର୍ଷ ଧରି କନ୍ଧମାଳ ଜିଲ୍ଲାରୁ ନବୀନ ବାବୁ ଭୋଟ ଲୁଟି ନେଇଛନ୍ତି ହେଲେ ତା’ର ପ୍ରତିବଦଳରେ କିଛି ଦେଇନାହାନ୍ତି । ନିର୍ବାଚନ ପୂର୍ବରୁ ଯୋଜନା ଘୋଷଣା କରି ଭୋଟରକୁ ଭୂଆଁ ବୁଲାଇବାରେ କାରସାଦି ନବୀନ ପଟ୍ଟନାୟକଙ୍କୁ ଜଣା ।

ଓଡ଼ିଶାରେ ଗଣତନ୍ତ୍ରର ମୃତ୍ୟୁ ହୋଇଛି । ବିଧାୟକ ଓ ମନ୍ତ୍ରୀଙ୍କର ଅଧିକାରକୁ ଜଣେ ସଚିବ ଛଡ଼େଇ ନେଉଛନ୍ତି । କଂଗ୍ରେସ କ୍ଷମତାକୁ ଆସିଲେ ଓଡ଼ିଶାର ଜନସାଧାରଣଙ୍କୁ ନବୀନ-ପାଣ୍ଡିଆନକୃତ ଯନ୍ତ୍ରଣାରୁ ତ୍ରାହି ମିଳିବ । ଏଣୁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରି କଂଗ୍ରେସକୁ ଅଧିକ ସଂଗଠିତ କରନ୍ତୁ ଏବଂ କ୍ଷମତାକୁ ଆଣନ୍ତୁ ବୋଲି ଡଃ ଚେଲ୍ଲାକୁମାର ଆହ୍ୱାନ ଦେଇଥିଲେ । ସେହିପରି ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଥିଲେ ଯେ, ଆଗାମୀ ଦିନର ଓଡ଼ିଶାର ରାଜନୈତିକ ଆକାଶରେ ଯେଉଁ ସୂର୍ଯ୍ୟ ଉଦୟ ହେବ, ତାହା କଂଗ୍ରେସ । ତାମିଲ ଶାସନ ଓଡ଼ିଶାରେ ଚଳିବ ନାହିଁ ଏବଂ ଓଡ଼ିଶାବାସୀଙ୍କ ସ୍ୱାଭିମାନ ଓ ସମ୍ମାନ ରହିଛି ।

Also Read

ବିଜେଡ଼ି ଓ ବିଜେପିର ତାଡ଼ନା ସହି କନ୍ଧମାଳ ଜିଲ୍ଲାରେ ନିଃସ୍ୱାର୍ଥପର ଭାବରେ କଂଗ୍ରେସ କାର୍ଯ୍ୟ କରୁଥିବା କଂଗ୍ରେସ ନେତା ଓ କର୍ମକର୍ତାଙ୍କୁ ଶ୍ରୀ ପଟ୍ଟନାୟକ ସାଧୁବାଦ ଜଣାଇଥିଲେ । ନବୀନ ଶାସନରେ ୯ ଲକ୍ଷ ବେକାର ଯୁବକ ନାମ ପଞ୍ଜିକୃତ କରି ନିଯୁକ୍ତି ପାଇଁ ଚିତ୍କାର କରୁଛନ୍ତି । ଓଡ଼ିଶାର ଚାଷୀ ଦେଶର ସବୁ ରାଜ୍ୟ ଠାରୁ ଗରିବ । ବେକାର ଯୁବକ ଭିଟାମାଟି ଛାଡ଼ି କର୍ମସଂସ୍ଥାନ ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ଚାଲି ଯାଉଛନ୍ତି । ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଥିଲେ ଯେ, ନବୀନ ବାବୁ ନିଜକୁ ସ୍ୱଚ୍ଛ ଶାସକ କହୁଛନ୍ତି ହେଲେ ଓଡ଼ିଶାର ସମସ୍ତ କାମ ଲାଂଚ ନେଲେହିଁ ହୋଇଥାଏ । ଜନତା କାହାକୁ ଏହାର ଅଭିଯୋଗ କରିବେ ବୋଲି ଜାଣପାରୁ ନାହାନ୍ତି ।

ରାଜ୍ୟରେ ପିସିିର ସରକାର ଚାଲିଛି, ଜନପ୍ରତିନିଧି ଏଠି କଣ୍ଢେଇ ସାଜିଛନ୍ତି, ଅଫିସର ମନମୁଖି ଶାସନ କରୁଛନ୍ତି, ଓଡ଼ିଶା ବାହାର ଲୋକ ଓଡ଼ିଶାକୁ ଲୁଟି ଚାଲିଛନ୍ତି । ଏଣୁ ଆଗାମୀ ନିର୍ବାଚନରେ ଅଗଣତାନ୍ତ୍ରିକ ସରକାରକୁ ଲୋକ ଉଚିତ୍ ଜବାବ ଦେବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । କଂଗ୍ରେସର ଅନ୍ୟ ବରିଷ୍ଠ ବିଧାୟକ ଓ ନେତାମାନେ ଏହି କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।

ଅନ୍ୟପକ୍ଷରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଆଜି ନିଜ ଟ୍ୱିଟର(ଏକ୍ସ) ହ୍ୟାଣ୍ଡେଲରେ ଏକ ଫଟୋ ଶେୟାର କରି ବିଜେଡି ନେତାମାନଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ସହ ବିଜେଡି ନେତାମାନଙ୍କର ଫଟୋ ପୋଜ୍ ଦେଉଥିବାକୁ ସମାଲୋଚନା କରି ଲେଖାଶ୍ରୀ କହିଛନ୍ତି ଯେ “ ବିଜୁବାବୁଙ୍କ ନାଁରେ ଚାଲୁଥିବା ଦଳର ନିର୍ବାଚିତ ଜନ ପ୍ରତିନିଧିମାନେ ନିଦା ବିଷ୍ଣୁ ନବୀନବାବୁ ଓ ଓଡ଼ିଆ ଅସ୍ମିତାକୁ ଛାଡ଼ି ଆଜି ତାମିଲ ଅମଲା ବାବୁଙ୍କ ପାଦତଳେ ହାଡ଼ ଖଣ୍ଡିଏ ପାଇଁ ହାଉ ହାଉ ହେଉଛନ୍ତି । ବୁଲା କୁକୁରଙ୍କର ମଧ୍ୟ ନିଜ ଜାତି ପ୍ରତି ଅଧିକ ଆନୁଗତ୍ୟ ଥାଏ ।” ବୋଲି ଲେଖାଶ୍ରୀ କଟାକ୍ଷ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story