‘ଜାଣିଶୁଣି ଦୁର୍ବଳ ପ୍ରାର୍ଥୀ ଦେଇଛନ୍ତି, ଟଙ୍କା ନେଇ ପ୍ରାର୍ଥୀ ଦେଇଛନ୍ତି’

‘ଯିଏ ଖଟୁଛି ସେ ଟିକେଟ୍ ପାଉନି, ଯିଏ ଘରୁ ବାହାରନ୍ତିନି ପାଉଛନ୍ତି ଟିକେଟ’

Jitendra Garnayak
  • Published: Saturday, 04 May 2024
  • Updated: 04 May 2024, 05:44 PM IST

Sports

Latest News

ଦିନକ ପରେ ସରିଯିବ ନାମାଙ୍କନ। ଶେଷ ମୁହୂର୍ତ୍ତରେ ଟିକେଟ ଫେରାଇ ଦେଲେ ପ୍ରାର୍ଥୀ। ହରଡ଼ଘଣାରେ ପଡିଛି ଦଳ। ପୁରୀ ଲୋକସଭା ଆସନ ପାଇଁ ଟିକେଟ୍ ଫେରାଇଛନ୍ତି କଂଗ୍ରେସ ପ୍ରାର୍ଥୀ ସୁଚରିତା ମହାନ୍ତି। ଏଥିପାଇଁ ସେ ଦଳର ନେତାଙ୍କୁ ସିଧା ଦାୟୀ କରିଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos