'ସରକାରୀ ଅଫିସରମାନେ ଖୁଲମଖୁଲା ବିଜେଡି ପାଇଁ କାମ କରୁଛନ୍ତି'

କଂଗ୍ରେସ ଏହି ଅଫିସରମାନଙ୍କୁ ଚିହ୍ନଟ କରିସାରିଛି ଓ ଖୁବଶୀଘ୍ର ସେମାନଙ୍କ ତାଲିକା ଜାରି କରିବ ବୋଲି ଚେତାବନୀ ଦେଇଛି।

Manoj Swain
  • Published: Sunday, 25 February 2024
  • Updated: 25 February 2024, 12:20 PM IST

Sports

Latest News

ରାଜ୍ୟର ଶାସନ ବ୍ୟବସ୍ଥା ଏବେ କିଛି ମୁଷ୍ଟିମେୟ ସରକାରୀ ଅଫିସରଙ୍କ ହାତରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୋତ୍ସାହନରେ ଏହି ସରକାରୀ ଅଫିସରମାନେ ଖୁଲମଖୁଲା ବିଜେଡି ପାଇଁ କାମ କରୁଛନ୍ତି। କଂଗ୍ରେସ ଏହି ଅଫିସରମାନଙ୍କୁ ଚିହ୍ନଟ କରିସାରିଛି ଓ ଖୁବଶୀଘ୍ର ସେମାନଙ୍କ ତାଲିକା ଜାରି କରିବ ବୋଲି ଚେତାବନୀ ଦେଇଛି। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos