Advertisment

ଶୋଇ ଶୋଇ ଟିକଟ ପାଇଲେ, ଖଟି ଖଟି ନିରାଶ ହେଲେ !

ଟିକେଟ ଘୋଷଣା ପରେ ପଦାରେ ପଡିଛି କଂଗ୍ରେସ କଳି।

author-image
Manoj Swain

ଟିକେଟ ଘୋଷଣା ପରେ ପଦାରେ ପଡିଛି କଂଗ୍ରେସ କଳି। ସଭାପତି ଓ ଅନ୍ୟ ନେତାଙ୍କ ବିରୋଧରେ ବିଷୋଦଗାର କଲେ ଟିକଟ ଆଶାୟୀ । କଂଗ୍ରେସ ବିଷୟରେ ଜାଣିନଥିବା ଲୋକଙ୍କୁ ଟିକଟ ମିଳୁଥିବା ଅଭିଯୋଗ । ଟଙ୍କା ଦେଇ ଟିକଟ ବଣ୍ଟାଯାଉଥିବା ଅଭିଯୋଗ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Congress Odisha