ଶୋଇ ଶୋଇ ଟିକଟ ପାଇଲେ, ଖଟି ଖଟି ନିରାଶ ହେଲେ | Odisha Reporter
Advertisment
ଟିକେଟ ଘୋଷଣା ପରେ ପଦାରେ ପଡିଛି କଂଗ୍ରେସ କଳି। ସଭାପତି ଓ ଅନ୍ୟ ନେତାଙ୍କ ବିରୋଧରେ ବିଷୋଦଗାର କଲେ ଟିକଟ ଆଶାୟୀ । କଂଗ୍ରେସ ବିଷୟରେ ଜାଣିନଥିବା ଲୋକଙ୍କୁ ଟିକଟ ମିଳୁଥିବା ଅଭିଯୋଗ । ଟଙ୍କା ଦେଇ ଟିକଟ ବଣ୍ଟାଯାଉଥିବା ଅଭିଯୋଗ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us