Advertisment

ଭୁବନେଶ୍ୱରରେ ବିଜେପି-ବିଜେଡି ବାହାଘର

ବିଜେଡି ଓ ବିଜେପି ମଧ୍ୟରେ ଭିତିରିଆ ମଧୁର ସଂପର୍କ ଥିବା ଅଭିଯୋଗ କରି ଏପରି ଢଙ୍ଗରେ ନିଆରା ପ୍ରତିବାଦ କରିଛି କଂଗ୍ରେସ ।

author-image
Manoj Swain
ଅଦ୍ୟତନ ହୋଇଛି

ବାଜୁଛି ବାଜା ଫୁଟୁଛି ବାଣ ନାଚୁଛନ୍ତି କଂଗ୍ରେସ ନେତା ଓ କର୍ମୀ । ବେଦୀରେ ବସିଛନ୍ତି ବର କନ୍ୟା । ଭୁବନେଶ୍ୱରରେ ବିଜେପି-ବିଜେଡି ବାହାଘର । ବିଜେଡି ଓ ବିଜେପି ମଧ୍ୟରେ ଭିତିରିଆ ମଧୁର ସଂପର୍କ ଥିବା ଅଭିଯୋଗ କରି ଏପରି ଢଙ୍ଗରେ ନିଆରା ପ୍ରତିବାଦ କରିଛି କଂଗ୍ରେସ ।

Advertisment
Odisha Bhubaneswar Congress