Advertisment

ବିଜେଡିକୁ ଗାନ୍ଧିଜୀଙ୍କ ତିନି ମାଙ୍କଡ଼ ଫଟୋ ପଠାଇଲେ କଂଗ୍ରେସ ପ୍ରଭାରୀ

ବିଜେଡି ବିଧାୟକ ଓ ସାଂସଦଙ୍କ ନିକଟକୁ ଗାନ୍ଧିଜୀଙ୍କ ତିନି ମାଙ୍କଡ଼ ଫଟୋ ପଠାଇଲେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ।

author-image
Manoj Swain

ଓଡ଼ିଶାରେ ଚାଲିଥିବା ଶାସନ ବ୍ୟବସ୍ଥାକୁ ନେଇ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ କଡ଼ା ମନ୍ତବ୍ୟ। ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଚେଲ୍ଲା କୁମାର ବିଜେଡି ସରକାର ଉପରେ ଖୁବ ବର୍ଷିବା ସହ ଗଣତନ୍ତ୍ରକୁ ଜଣେ ପ୍ରଶାସକ ଉପହାସ କରୁଥିବା କହିଛନ୍ତି। ଏଭଳି ଜଣେ ଜୁନିଅର ଆଇଏଏସ୍‌ କାର୍ଯ୍ୟକୁ କଂଗ୍ରେସ ନିନ୍ଦା କରୁଥିବା କହିଛନ୍ତି ଚେଲ୍ଲା କୁମାର।

Advertisment
Odisha Congress BjD Odisha Politics