କଂଗ୍ରେସ ପାଇଁ ଚିନ୍ତା ଇଣ୍ଡିଆ ଆଲିଆନ୍ସ | Odisha Reporter
ହିନ୍ଦୀ ହାର୍ଟଲ୍ୟାଣ୍ଡରେ ପରାଜୟ ପରେ ଏବେ ଚିନ୍ତାରେ କଂଗ୍ରେସ । 'ଇଣ୍ଡିଆ' ମେଣ୍ଟକୁ ଏକାଠି କିପରି ରଖିପାରିବ ତାକୁ ନେଇ ଏବେ ଚିନ୍ତାରେ ରହିଛି ଦଳ। ରାଜସ୍ଥାନ ଏବଂ ଛତିଶଗଡ଼, କଂଗ୍ରେସ ହାତରୁ ଖସିଯିବା ପରେ ଏବେ ଆଉ କଂଗ୍ରେସ ଉପରେ ଭରସା କରିପାରୁନାହାନ୍ତି 'ଇଣ୍ଡିଆ' ସହଯୋଗୀ ଦଳ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
