ରାଜ୍ୟରେ ବଳ ଜୁଟାଉଛି କଂଗ୍ରେସ: ଅଣବିଜେପି ଓ ଅଣବିଜେଡି ଦଳକୁ ନେଇ କଲା ବୈଠକ

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ଉଭୟ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରର ଜନମାରଣ ନୀତି ବିରୁଦ୍ଧରେ ସବୁ ଅଣବିଜେପି ଓ ଅଣବିଜେଡି ଦଳଗୁଡ଼ିକୁ ଏକଜୁଟ କରିବାକୁ ପ୍ରୟାସ କରାଯାଉଛି।

Non BJD and Non BJP Leaders PhotoOR

ଅଣବିଜେଡି ଓ ଅଣବିଜେପି ଦଳଗୁଡ଼ିକୁ ନେଇ କଂଗ୍ରେସର ବୈଠକ

Ordigital Desk
  • Published: Thursday, 20 July 2023
  • Updated: 20 July 2023, 09:21 PM IST

କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ଓ ରାଜ୍ୟରେ ବିଜେଡି ନେତୃତ୍ୱାଧୀନ ସରକାରକୁ ଗାଦିଚ୍ୟୁତ କରିବା ସହ ଆଗାମୀ ସାଧାରଣ ନିର୍ବାଚନରେ ଏକଜୁଟ ହୋଇ ଲଢ଼ିବା ଉଦ୍ଦେଶ୍ୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପଦକ୍ଷେପ ନେଇଛି । ଆଜି ଅଣବିଜେପି ଓ ଅଣବିଜେଡି ଦଳଗୁଡ଼ିକର ଏକ ବୈଠକ ଡକାଇ କଂଗ୍ରେସ ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ ବୈତରଣୀ ପାର ହେବା ନିମନ୍ତେ ପ୍ରାରମ୍ଭିକ ବିଚାରବିମର୍ଶ କରିଛି । ସମାଜବାଦୀ ପାର୍ଟି ଓ ବାମଦଳଗୁଡ଼ିକ ସମେତ ମୋଟ ୯ଟି ରାଜନୀତିକ ଦଳର ନେତୃବୃନ୍ଦ ଆଜି ଏହି ବୈଠକରେ ସାମିଲ ହୋଇଥିଲେ । ଆସନ୍ତା ଅଗଷ୍ଟ ମାସରେ ପୁଣିଥରେ ବୈଠକ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ଓ ଜନ ଆନ୍ଦୋଳନ ଜାଗରଣ ପାଇଁ ନିଷ୍ପତ୍ତି ନିଆଯାଇଛି ।

ବୈଠକ ସମ୍ପର୍କରେ ପ୍ରତିକ୍ରିୟା ରଖି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ଉଭୟ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରର ଜନମାରଣ ନୀତି ବିରୁଦ୍ଧରେ ସବୁ ଅଣବିଜେପି ଓ ଅଣବିଜେଡି ଦଳଗୁଡ଼ିକୁ ଏକଜୁଟ କରିବାକୁ ପ୍ରୟାସ କରାଯାଉଛି । ଏନେଇ ଆଜି ପ୍ରାଥମିକ ବୈଠକ ବସି ମିଳିତ ଭାବେ ବିଜେପି ଓ ବିଜେଡି ବିରୁଦ୍ଧରେ ଲଢ଼େଇ କରିବାକୁ ସହମତି ହୋଇଛି । ଆଜି ଯେଉଁ କିଛି ଦଳ ଅନୁପସ୍ଥିତ ଥିଲେ ସେମାନଙ୍କୁ ମଧ୍ୟ ଆଗାମୀ ବୈଠକରେ ସାମିଲ କରିବାକୁ ପ୍ରୟାସ କରାଯିବ । ବିଜେଡି ଓ ବିଜେପି ଦୁଇଭାଇ ।  ଉଭୟ ମିଶିକି ଅଛନ୍ତି । ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ଏହି ଦୁଇ ଦଳ ଓଡ଼ିଶାକୁ ତଳିତଳାନ୍ତ କରିଛନ୍ତି, ସେମାନଙ୍କୁ ଗାଦିଚ୍ୟୁତ କରିବାକୁ ମିଳିତ ଭାବେ ଲଢ଼େଇ କରାଯିବ ।

ସେହିପରି ସିପିଏମ୍ ନେତା ଜନାର୍ଦ୍ଦନ ପତି କହିଛନ୍ତି ଯେ, ରାଜନୀତିକ ଦୃଷ୍ଟିରୁ ଓଡ଼ିଶାରେ ବିଜେପି ଓ ବିଜେଡିକୁ ପରାସ୍ତ କରିବା ହେଉଛି ଆମ ସମସ୍ତଙ୍କ ପ୍ରଥମ ଦାୟିତ୍ୱ । ଉଭୟ ଦଳର ସରକାରର ନୀତିକୁ ପରାସ୍ତ କରିବା ସହ ବିଜେଡି ଓ ବିଜେପି ବିରୁଦ୍ଧରେ ଏକଜୁଟ ହେବାକୁ ରାଜ୍ୟବାସୀଙ୍କୁ ନିବେଦନ କରୁଛି । ଆଜି ଯେଉଁ ଦଳଗୁଡ଼ିକ ବୈଠକରେ ସାମିଲ ହୋଇଛନ୍ତି ସେମାନେ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରି ଅଗଷ୍ଟ ପ୍ରଥମ ସପ୍ତାହରେ ଆଉ ଏକ ବୈଠକ କରାଯିବ ବୋଲି ସେ କହିଛନ୍ତି ।

Also Read

ସେହିପରି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା କହିଛନ୍ତି ଯେ, ଚାଷୀଙ୍କ ଆୟ ଦ୍ୱିଗୁଣ ହେଲାନି କି ଧାନର ଏମଏସପି କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା ହେଲାନି । ଉଭୟ କେନ୍ଦ୍ର ଓ ରାଜ୍ୟର କ୍ଷମତାସୀନ ସରକାର ବିରୁଦ୍ଧରେ  ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହରେ ସମସ୍ତ ଅଣବିଜେପି ଓ ଅଣବିଜେଡି ଦଳଗୁଡ଼ିକର ଏକ ଗଣ କନଭେନସନ୍  ଆୟୋଜନ କରାଯିବ । ଏହି ଗଣ କନଭେନସନକୁ କିଭଳି ଆଗାମୀ ଦିନରେ ବିଜେଡି ଓ ବିଜେପି ବିରୁଦ୍ଧରେ ଜନଆନ୍ଦୋଳନରେ ପରିଣତ କରାଯିବ ତାହା ହେଉଛି ଆମ ନୈତିକ ଦାୟିତ୍ୱ ବୋଲି ସେ କହିଛନ୍ତି ।

ଆଜିର ଏହି ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ପିସିସି ନିର୍ବାଚନ କମିଟି ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ପ୍ରସାଦ ହରିଚନ୍ଦନ, କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ ସମେତ ସିପିଆଇଏମ୍ ନେତା ଅଳି କିଶୋର ପଟ୍ଟନାୟକ, ଜନାର୍ଦ୍ଦନ ପତି, ସୁରେଶ ପାଣିଗ୍ରାହୀ, ସିପିଆଇର ଅଭୟ ସାହୁ, ଡାକ୍ତର ପ୍ରଶାନ୍ତ ମିଶ୍ର, ରାଷ୍ଟ୍ରୀୟ ଜନତା ଦଳର ହେମନ୍ତ କୁମାର ମିଶ୍ର, ସୌଦାମିନି ସାମନ୍ତରାୟ, ସମାଜବାଦୀପାର୍ଟି ରାଜ୍ୟ ସଭାପତି ରବି ବେହେରା, ସଞ୍ଜୟ ନାୟକ, ସମତାକ୍ରାନ୍ତିର ପ୍ରଭାସ ସାମନ୍ତରାୟ, ଆରପିଆଇ ଅବୁଦଲ ୱାଲି, ଆମ ଆଦ୍‌ମୀ ପାଟିର ସଞ୍ଜିବ ମହାନ୍ତିି, ଟିଏମସିର ନନ୍ଦନ ପାଳ ଇତ୍ୟାଦି ପ୍ରମୁଖ ଉପସ୍ଥିତ ଥିଲେ ।

କଂଗ୍ରେସ ପକ୍ଷରୁ ପ୍ରସାଦ ହରିଚନ୍ଦନଙ୍କୁ ଆବାହକ ଦାୟିତ୍ୱ ଦିଆଯାଇଛି । ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ସବୁ ବିରୋଧୀ ଦଳଗୁଡ଼ିକର କନଭେନସନରେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ନେଇ ରଣ କୌଶଳର ଖସଡ଼ା ପ୍ରସ୍ତୁତ ହେବ ।  ରାଜ୍ୟର ପ୍ରତ୍ୟେକ ବ୍ଲକ ଓ ଜିଲ୍ଲା ସ୍ତରରେ ବିଜେଡି ଓ ବିଜେପି ସରକାରର ଜନବିରୋଧି କାର୍ଯ୍ୟକ୍ରମ ବିରୁଦ୍ଧରେ ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story