Advertisment

'କଂଗ୍ରେସର ୬୦ ଟିକେଟ ଫାଇନାଲ'

'ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ଟିକେଟ ଦେବ ଦଳ'

author-image
Manoj Swain

ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ବଡ଼ ବୟାନ। କହିଲେ, କଂଗ୍ରେସ ପ୍ରାୟ ୬୦ ଟିକେଟ ଫାଇନାଲ କରିସାରିଛି। କିଏ ଟିକେଟ ପାଇବ, ନ ପାଇବ ଆମେ ମାନସିକ ସ୍ତରରେ ପ୍ରସ୍ତୁତ ଅଛୁ। ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ଟିକେଟ ଦେବ ଦଳ।

Advertisment
Congress Odisha