Advertisment

ସପ୍ତଗିରି ପୁଣି କୋରାପୁଟରୁ ନିର୍ବାଚନ ଲଢିବେ

ଲୋକସଭା ପ୍ରାର୍ଥୀ ନାଁ ଘୋଷଣା ପରେ କ’ଣ କହୁଛନ୍ତି ସପ୍ତଗିରି ଶୁଣନ୍ତୁ..

author-image
Manoj Swain

କଂଗ୍ରେସ ୮ ଲୋକସଭା ଓ ୪୯ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଯେଉଁଥିରେ ଅଛନ୍ତି ବହୁ ହେଭିୱେଟ୍‌। ତେବେ କୋରାପୁଟରୁ ସପ୍ତଗିରି ଉଲାକା ସାଂସଦ ପ୍ରାର୍ଥୀ ହୋଇଛନ୍ତି। ଲୋକସଭା ପ୍ରାର୍ଥୀ ନାଁ ଘୋଷଣା ପରେ କ’ଣ କହୁଛନ୍ତି ସପ୍ତଗିରି ଶୁଣନ୍ତୁ.. 

Advertisment
Odisha Congress Koraput