Advertisment

ସପ୍ତଗିରି ପୁଣି କୋରାପୁଟରୁ ନିର୍ବାଚନ ଲଢିବେ

ଲୋକସଭା ପ୍ରାର୍ଥୀ ନାଁ ଘୋଷଣା ପରେ କ’ଣ କହୁଛନ୍ତି ସପ୍ତଗିରି ଶୁଣନ୍ତୁ..

Advertisment

କଂଗ୍ରେସ ୮ ଲୋକସଭା ଓ ୪୯ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଯେଉଁଥିରେ ଅଛନ୍ତି ବହୁ ହେଭିୱେଟ୍‌। ତେବେ କୋରାପୁଟରୁ ସପ୍ତଗିରି ଉଲାକା ସାଂସଦ ପ୍ରାର୍ଥୀ ହୋଇଛନ୍ତି। ଲୋକସଭା ପ୍ରାର୍ଥୀ ନାଁ ଘୋଷଣା ପରେ କ’ଣ କହୁଛନ୍ତି ସପ୍ତଗିରି ଶୁଣନ୍ତୁ.. 

Advertisment
Congress Odisha Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe