ଶ୍ରୀ ମନ୍ଦିର ସମ୍ମୁଖରେ କଂଗ୍ରେସର ସତ୍ୟାଗ୍ରହ | Odisha Reporter
ଶ୍ରୀମନ୍ଦିର ସମ୍ମୁଖରେ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ । ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଭକ୍ତ ମାନଙ୍କ ପ୍ରବେଶ। ରତ୍ନଭଣ୍ଡାର ଖୋଲିବା। ଗଣିବା ଓ ମରାମତି କରିବା। ଜଗନ୍ନାଥ ମହାପ୍ରଭୁଙ୍କ ଭୂ-ସଂପତ୍ତି ସମସ୍ୟାର ସ୍ଥାୟୀ ସମାଧାନ କରିବା । ବେଦାନ୍ତ ଅଧିଗୃହୀତ ଜମି ପ୍ରଜା ମାନଙ୍କ ନାମରେ ରେକର୍ଡ କରିବା । ଏହି ସବୁ ଦାବି ନେଇ କଂଗ୍ରେସ ତରଫରୁ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
