Advertisment

କଂଗ୍ରେସ ବିକୁଛି ପାନ

ଏହି ପ୍ରତିବାଦକୁ ନେଇ କଂଗ୍ରେସ ପ୍ରଭାରୀ ଅଜୟ କୁମାର କଣ କହିଛନ୍ତି ଶୁଣନ୍ତୁ।

author-image
Manoj Swain

କଂଗ୍ରେସ ବିକୁଛି ପାନ। ଦୁର୍ନୀତି ଅଭିଯୋଗରେ କଂଗ୍ରେସର ଅଭିନବ ପ୍ରତିବାଦ। ପାନ ଦୋକାନ କରି ସରକାରଙ୍କ ଦୁର୍ନୀତି ଦର୍ଶାଇଲେ। ଲୋନ୍ ସ୍କାମ୍, ଚିଟଫଣ୍ଡ ସ୍କାମ୍ ନାଁରେ ପାନ ବିକିଲେ। ଏହାକୁ ନେଇ କଂଗ୍ରେସ ପ୍ରଭାରୀ ଅଜୟ କୁମାର କଣ କହିଛନ୍ତି ଶୁଣନ୍ତୁ। ଚାଲନ୍ତୁ ଦେଖିବା ପାନରେ ପଡ଼ିଛି କେଉଁ ମସଲା । 

Advertisment
Congress Odisha